ତୁଳସୀ ଗଛର ଧାର୍ମିକ,ଔଷଧୀୟ ଗୁଣ ଏବଂ ତୁଳସୀ ଚୌରାର ବିଶିଷ୍ଟତା – Religious and medicinal properties of Tulsi plant and the importance of Tulsi Chaura
ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ଗଛ ଏବଂ ଭଗବାନ ବିଷ୍ଣୁଙ୍କର ପ୍ରିୟ ଗଛ ଭାବରେ ମଧ୍ୟ ମାନ୍ୟତା ଦିୟାଦାଯାଇଛି । ହିନ୍ଦୁ ଧର୍ମର ବ୍ରହ୍ମପୁରାଣ ଓ ସ୍କନ୍ଦପୁରାଣ, ଏହି ଦୁଇପୁରଣରେ ତୁଳସୀ ଗଛର ମହିମା ଓ ଧାର୍ମିକ ମହତ୍ତ୍ୱ ବିଷୟରେ ବିସ୍ତାର ଭାବରେ ବର୍ଣନା କରାଯାଇଛି ଏବଂ ଏହି ଦୁଇ ପୁରାଣ ବ୍ୟତୀତ ଗରୁଡ ପୁରାଣ ଓ ଆହୁରି ଅନେକ ଧାର୍ମିକ ଗ୍ରନ୍ଥ ମାନଙ୍କରେ ମଧ୍ୟ ବର୍ଣନା କରାଯାଇଛି । ଅଧିକାଂଶ ସମୟରେ ତୁଳସୀ…
